CM Mohan Majhi Leaves for UAE Today to Woo Global Investors/ଆଜି UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଆସିବ ବୃହତ ବୈଦେଶିକ ପୁଞ୍ଜି
ବୈଦେଶିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ UAE ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ଓ ପୁଞ୍ଜିନିବେଶ ହବ୍ ଭାବେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ସଂଯୁକ୍ତ ଅରବ ଏମିରେଟ୍ସ (UAE) ଗସ୍ତ କରୁଛନ୍ତି। ନିଜର ଏହି ବିଦେଶ ଗସ୍ତ କାଳରେ ସେ ଆବୁଧାବି ଓ ଦୁବାଇରେ ବହୁ ଶୀର୍ଷ ନିବେଶକ, ଶିଳ୍ପପତି ଏବଂ ସରକାରୀ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ସମୟରେ…

