Odisha CM Chairs High-Level Meeting to Expedite Restoration Works/ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ SRC କଣ୍ଟ୍ରୋଲ ରୁମରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ବାତ୍ୟା ‘ଅର୍ଣ୍ଣବ’ ପରର ସ୍ଥିତି: SRC କଣ୍ଟ୍ରୋଲ ରୁମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା ଭୁବନେଶ୍ୱର (୩୧ ଅକ୍ଟୋବର ୨୦୨୬): ବାତ୍ୟା ‘ଅର୍ଣ୍ଣବ’ ଓ ତତ୍ସଂଲଗ୍ନ ବର୍ଷା ବିପର୍ଯ୍ୟୟ ପରେ ରାଜ୍ୟରେ ଚାଲିଥିବା ରିଲିଫ୍, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ରାଜୀବ ଭବନସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କଣ୍ଟ୍ରୋଲ ରୁମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ…



