Myanmar Drone Training Case: Delhi Court Allows US National VanDyke Overseas Return; Opposition Questions Procedural Lapses/ମିଆଁମାର ଡ୍ରୋନ୍ ତାଲିମ୍ ମାମଲା: ଆମେରିକୀୟ ନାଗରିକଙ୍କୁ ବିଦେଶ ଯିବାକୁ କୋର୍ଟଙ୍କ ଅନୁମତି, NIA ତଦନ୍ତ ଓ ବିରୋଧୀଙ୍କ ପ୍ରଶ୍ନ

ମିଆଁମାର ଡ୍ରୋନ୍ ତାଲିମ୍ ମାମଲା: ଆମେରିକୀୟ ନାଗରିକଙ୍କୁ ବିଦେଶ ଯିବାକୁ କୋର୍ଟଙ୍କ ଅନୁମତି, ବିରୋଧୀଙ୍କ ପ୍ରଶ୍ନ ଓ ଆଇନଗତ କାରଣ ନୂଆଦିଲ୍ଲୀ: ମିଆଁମାରର ବିଦ୍ରୋହୀ ସଂଗଠନଗୁଡ଼ିକୁ ବେଆଇନ୍ ଭାବେ ଡ୍ରୋନ୍ ଏବଂ ଅସ୍ତ୍ରଶସ୍ତ୍ର ଚାଳନା ତାଲିମ୍ ଦେବା ଅଭିଯୋଗରେ ଛନ୍ଦି ହୋଇଥିବା ଆମେରିକୀୟ ନାଗରିକ ମ୍ୟାଥ୍ୟୁ ଆରୋନ୍ ଭାନ୍‌ଡାଇକ୍ (Matthew Aaron VanDyke) ଏବଂ ଅନ୍ୟ ୬ ଜଣ ୟୁକ୍ରେନୀୟ ନାଗରିକଙ୍କୁ ଆସନ୍ତା ୨୦୨୭ ଫେବୃଆରୀ ୨୪ ପର୍ଯ୍ୟନ୍ତ ବିଦେଶରେ ରହିବା ପାଇଁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ…