Supreme Court Gives Clean Chit to Former PM Manmohan Singh/ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସୁପ୍ରିମ୍ କୋର୍ଟଙ୍କ କ୍ଲିନ୍ ଚିଟ୍..
କୋଇଲା ବ୍ଲକ୍ ବଣ୍ଟନ ମାମଲା: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସୁପ୍ରିମ୍ କୋର୍ଟଙ୍କ କ୍ଲିନ୍ ଚିଟ୍ ସୁପ୍ରିମ୍ କୋର୍ଟଙ୍କ ବଡ଼ ନିଷ୍ପତ୍ତି: କୋଇଲା ବ୍ଲକ୍ ବଣ୍ଟନ ମାମଲାରେ ସୁପ୍ରିମ୍ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ସିବିଆଇ (CBI) ର କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ପୀଠ ବିଚାରପତି (ଟ୍ରାଏଲ୍) କୋର୍ଟଙ୍କ ସମନ ଆଦେଶକୁ ରଦ୍ଦ…

