Fresh Violence in Manipur’s Hills: 9 Killed as Clashes Erupt Across Districts/ମାତ୍ର ୧୨ ଘଣ୍ଟା: ମଣିପୁର ପାହାଡ଼ି ଅଞ୍ଚଳରେ ରକ୍ତମୁଖା ସଂଘର୍ଷ, ଚାଲିଗଲା ୯ ଜୀବନ
ମଣିପୁରରେ ପୁଣି ରକ୍ତକ୍ଷୟ: ୧୨ ଘଣ୍ଟାର ହିଂସାକାଣ୍ଡରେ ୯ ଜଣଙ୍କ ଜୀବନଗଲା, ୧୪ଟି ଘର ପୋଡ଼ି ପାଉଁଶ ଇମ୍ଫାଲ: ମଣିପୁରର ପାହାଡ଼ି ଜିଲ୍ଲାଗୁଡ଼ିକରେ ପୁଣିଥରେ ଭୟଙ୍କର ହିଂସା ଦେଖିବାକୁ ମିଳିଛି। ମାତ୍ର କିଛି ଘଣ୍ଟାର ବ୍ୟବଧାନ ଭେଦରେ ଘଟିଥିବା ପୃଥକ୍ ପୃଥକ୍ ସଂଘର୍ଷ ଓ ଗୁଳିବିନିମୟରେ ୯ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ପ୍ରାୟ ୧୪ଟି ଘର ମଧ୍ୟ ଜଳି ପାଉଁଶ ହୋଇଯାଇଛି, ଯାହାକି ସ୍ଥାନୀୟ ଅଞ୍ଚଳରେ ପୁଣିଥରେ କୋଠାବାଡ଼ି ଓ ସାଧାରଣ ଜୀବନଯାତ୍ରାକୁ…



