Rajnath Singh and CM Mohan Majhi Inaugurate ‘Shakti’ Engine Manufacturing Line at HAL Sunabeda/HAL ସୁନାବେଡ଼ାରେ ‘ଶକ୍ତି’ ଇଞ୍ଜିନ୍ ମାନୁଫାକ୍ଚରିଂ ଲାଇନ୍ ଉଦ୍‌ଘାଟିତ: ପରିଦର୍ଶନ କଲେ ରାଜନାଥ ସିଂହ ଓ ମୋହନ ମାଝୀ

HAL ସୁନାବେଡ଼ାରେ ‘ଶକ୍ତି’ ଇଞ୍ଜିନ୍ ମାନୁଫାକ୍ଚରିଂ ଲାଇନ୍ ଉଦ୍‌ଘାଟିତ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ପରିଦର୍ଶନ ସୁନାବେଡ଼ା (କୋରାପୁଟ), ୬ ଅକ୍ଟୋବର ୨୦୨୬: କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ (HAL) କୋରାପୁଟ ଡିଭିଜନ୍‌ରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁନାବେଡ଼ା HAL ପରିସରରେ ନୂତନ ‘ଶକ୍ତି’ (Shakti) ଇଞ୍ଜିନ୍…