Mahanadi Flood Crisis: Cuttack & Downstream Districts on High Alert as Hirakud Opens Gates/ମହାନଦୀରେ ବିପଦ ସଙ୍କେତ! ହୀରାକୁଦର ୨୬ ଗେଟ୍ ଖୋଲା, କଟକ-ବାଙ୍କୀରେ ପାଣି
ମହାନଦୀରେ ବଢ଼ୁଛି ଜଳସ୍ତର: ହୀରାକୁଦର ୨୬ରୁ ଅଧିକ ଗେଟ୍ ଖୋଲା, କଟକ ସହ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଭୟ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରର ସୁରକ୍ଷା ଓ ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ୨୬ରୁ ଅଧିକ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏହାର ପ୍ରଭାବରେ କଟକର ମୁଣ୍ଡଳୀ ଗେଜ୍ ଷ୍ଟେସନ୍ ଦେଇ ପ୍ରଚୁର ପରିମାଣର ବନ୍ୟାଜଳ ପାର ହେଉଥିବାରୁ ତଳିଆ…



