Maaya Rajeshwaran Breaks Sania Mirza’s Record to Win Maiden Pro Singles Title/ସାନିଆ ମିର୍ଜାଙ୍କ ରେକର୍ଡ ଭାଙ୍ଗିଲେ ଯୁବ ଟେନିସ୍ ତାରକା ମାୟା ରାଜେଶ୍ୱରନ୍; ଜିତିଲେ ପ୍ରଥମ ପ୍ରଫେସନାଲ୍ ଟାଇଟଲ୍

ସାନିଆ ମିର୍ଜାଙ୍କ ୨୨ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ରଚିଲେ ୧୭ ବର୍ଷର ମାୟା ଜାତୀୟ ଟେନିସ୍ ଜଗତରେ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି ଯୁବ ଟେନିସ୍ ତାରକା ମାୟା ରାଜେଶ୍ୱରନ୍ ରେବତୀ। ପର୍ତ୍ତୁଗାଲର ଲାଗୋସ୍‌ଠାରେ ଅନୁଷ୍ଠିତ W35 ଟୁର୍ଣ୍ଣାମେଣ୍ଟରେ ମାୟା ନିଜର ପ୍ରଥମ ପ୍ରଫେସନାଲ୍ ସିଙ୍ଗଲ୍ସ ଟାଇଟଲ୍ ଜିତି ଏହି ଇତିହାସ ରଚିଛନ୍ତି। ଏହି ବିଜୟ ସହ ମାୟା ଭାରତୀୟ ଟେନିସର କିମ୍ବଦନ୍ତୀ ଖେଳାଳି ସାନିଆ ମିର୍ଜାଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ମାତ୍ର…