Salman Khan’s ‘Maatrubhumi’ Set for Censor Screening, Aiming for Diwali or Christmas Release/ମାତୃଭୂମି: ଚଳିତ ସପ୍ତାହରେ ସେନ୍ସର ସ୍କ୍ରିନିଂ, ଦୀପାବଳି କିମ୍ବା କ୍ରିସମାସରେ ରିଲିଜ୍ ସମ୍ଭାବନା

ଚଳିତ ସପ୍ତାହରେ ସେନ୍ସର ବୋର୍ଡକୁ ଯିବ ‘ମାତୃଭୂମି’: ଦୀପାବଳି କିମ୍ବା କ୍ରିସମାସରେ ମୁକ୍ତିଲାଭ ସମ୍ଭାବନା ମୁମ୍ବାଇ: ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ୱାର-ଡ୍ରାମା ଫିଲ୍ମ ‘ମାତୃଭୂମି’ର ରିଲିଜକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଚଳିତ ସପ୍ତାହରେ ଏହି ସିନେମାକୁ ସେନ୍ସର ବୋର୍ଡ (CBFC)ର ଯାଞ୍ଚ ପାଇଁ ପଠାଯିବ। ସେନ୍ସର ପ୍ରକ୍ରିୟା ଶେଷ ହେବା ପରେ ନିର୍ମାତାମାନେ ଏହାର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରିବେ। ମିଳିଥିବା ସୂଚନା ଅନୁସାରେ, ସେନ୍ସର ବୋର୍ଡରୁ ଗ୍ରୀନ୍ ସିଗ୍ନାଲ୍ ମିଳିବା ପରେ…