Double Blow: Jet Fuel & Commercial LPG Rates Raised; Air Travel May Get Costlier/ହୋଟେଲ୍-ରେଷ୍ଟୁରାଣ୍ଟ ଓ ବିମାନ ଯାତ୍ରୀଙ୍କୁ ଝଟକା: କମର୍ସିଆଲ LPG ଓ ଇନ୍ଧନ ଦର ବୃଦ୍ଧି..
ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: କମର୍ସିଆଲ LPG ସିଲିଣ୍ଡର ୬୨.୫୦ ଟଙ୍କା ଏବଂ ବିମାନ ଇନ୍ଧନ ୧୬ ଟଙ୍କା ବୃଦ ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଲୋକଙ୍କ ସହ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ LPG ସିଲିଣ୍ଡର ଏବଂ ବିମାନ ଇନ୍ଧନ (ATF) ଦରରେ ଭାରି ବୃଦ୍ଧି କରିଛନ୍ତି। ନୂଆ ଦର ଅନୁସାରେ, ୧୯ କିଲୋଗ୍ରାମିଆ କମର୍ସିଆଲ LPG ସିଲିଣ୍ଡର ପିଛା ଦାମ୍…



