Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Centre Raises ₹31,552 Crore from LIC Share Sale, Setting a New Record/ସମୟ ପୂର୍ବରୁ ଲକ୍ଷ୍ୟ ହାସଲ: LIC ସେୟାର ବିକ୍ରି ସୁପର-ହିଟ୍, ସାଧାରଣ ନିବେଶକଙ୍କ ଭାଗ ୧୦%!

LIC ସେୟାର ବିକ୍ରିରୁ କେନ୍ଦ୍ର ସରକାରଙ୍କୁ ମିଳିଲା ₹୩୧,୫୫୨ କୋଟି; ଭାଙ୍ଗିଲା ପୁରୁଣା ରେକର୍ଡ ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC)ର ଅଫର ଫର ସେଲ୍ (OFS) ସଫଳତାର ସହ ଶେଷ ହୋଇଛି। ଦୁଇ ଦିନିଆ ସେୟାର ବିକ୍ରି ପ୍ରକ୍ରିୟାରୁ କେନ୍ଦ୍ର ସରକାର ମୋଟ ୩୧,୫୫୨ କୋଟି ଟଙ୍କା ଆଦାୟ କରିଛନ୍ତି। ଅର୍ଥ ଆଦାୟ ଦୃଷ୍ଟିରୁ ଏହା ଦେଶର ସବୁଠାରୁ ବଡ଼ ପବ୍ଲିକ ଅଫରିଂ (Public Offering) ଭାବେ ନୂଆ ରେକର୍ଡ ସୃଷ୍ଟି କରିଛି। ଖବରର…