Air Force Sports Complex Shut | IAF Chief’s Farewell Cancelled/ଦିଲ୍ଲୀରେ ହଠାତ୍ ସିଲ୍ ହେଲା ଏୟାରଫୋର୍ସ ସ୍ପୋର୍ଟସ କମ୍ପ୍ଲେକ୍ସ, ବାତିଲ ହେଲା ବାୟୁସେନା ମୁଖ୍ୟଙ୍କ ବିଦାୟୀ ଗଲ୍ଫ ମ୍ୟାଚ୍

ଦିଲ୍ଲୀରେ ହଠାତ୍ ବନ୍ଦ ହେଲା ଏୟାରଫୋର୍ସ ସ୍ପୋର୍ଟସ କମ୍ପ୍ଲେକ୍ସ: ବାତିଲ ହେଲା ବାୟୁସେନା ମୁଖ୍ୟଙ୍କ ବିଦାୟୀ ଗଲ୍ଫ ମ୍ୟାଚ୍, ବାୟୁସେନାର ପ୍ରତିକ୍ରିୟା ପ୍ରକାଶ ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନା ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରସିଦ୍ଧ ‘ଏୟାରଫୋର୍ସ ସ୍ପୋର୍ଟସ କମ୍ପ୍ଲେକ୍ସ’ (AFSC) କୁ ହଠାତ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ହେତୁ ଚଳିତ ଅକ୍ଟୋବର ୩୧ ରେ ଅବସର ନେଉଥିବା ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହଙ୍କ…