Rs 18 Water Bottle Sold for Rs 20: Restaurant Fined Rs 1.06 Lakh by Consumer Court/ମାତ୍ର ୨ ଟଙ୍କା ଅଧିକ ନେବା ପଡ଼ିଲା ମହଙ୍ଗା! ରେଷ୍ଟୋରାଣ୍ଟ ଗଣିଲା ୧ ଲକ୍ଷ ୬ ହଜାର ଟଙ୍କା..

୧୮ ଟଙ୍କାର ପାଣି ବୋତଲକୁ ୨୦ ଟଙ୍କାରେ ବିକିଲେ; ରେଷ୍ଟୋରାଣ୍ଟକୁ ୧ ଲକ୍ଷ ୬ ହଜାର ଟଙ୍କା ଜରିମାନା ନୂଆଦିଲ୍ଲୀ: ମାତ୍ର ୨ ଟଙ୍କା ଅଧିକ ନେବା ଗୋଟିଏ ରେଷ୍ଟୋରାଣ୍ଟକୁ ମହଙ୍ଗା ପଡ଼ିଛି। MRP (ସର୍ବାଧିକ ବିକ୍ରି ମୂଲ୍ୟ) ଠାରୁ ଅଧିକ ଟଙ୍କା ଆଦାୟ କରିବା ଅଭିଯୋଗରେ ଉତ୍ତର ପ୍ରଦେଶର ଏକ ରେଷ୍ଟୋରାଣ୍ଟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉପଭୋକ୍ତା ଆଦାଲତ (Consumer Court)। ଘଟଣାଟି କ’ଣ? ମାର୍ଚ୍ଚ ୧୧, ୨୦୨୬ରେ ଜଣେ ଗ୍ରାହକ ହାଥରସ…