Indian Coast Guard Seizes Rs 3,000 Cr Worth Heroin and Meth in Arabian Sea, 5 Arrested/ସମୁଦ୍ର ମଝିରେ ଘେରିଗଲା କୋଷ୍ଟଗାର୍ଡ; ଧରାପଡ଼ିଲେ ୫ ପାକିସ୍ତାନୀ, ଜବତ ହେଲା ₹୩,୦୦୦ କୋଟିର ଡ୍ରଗ୍ସ!

ଆରବ ସାଗରରେ ବଡ଼ ଧରଣର ନିଶା କାରବାର ପଣ୍ଡ: ₹୩,୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ ମୁମ୍ବାଇ/ନୂଆଦିଲ୍ଲୀ:ଆରବ ସାଗରରେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ମିଳିଛି ଏକ ବଡ଼ ସଫଳତା। ଗୁଜରାଟ ଏଟିଏସ୍ (ATS) ଏବଂ ଭାରତୀୟ କୋଷ୍ଟଗାର୍ଡ (ICG) ମିଳିତ ଭାବେ ଚଢ଼ାଉ କରି ଲକ୍ଷାଦ୍ୱୀପ ପଶ୍ଚିମ ସମୁଦ୍ରରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛନ୍ତି। ଏହି ଆନ୍ତର୍ଜାତୀୟ ରାକେଟର ପର୍ଦ୍ଦାଫାଶ ସହ ସମୁଦ୍ର ମଝିରୁ ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖାଯାଇଛି।…