Border Tensions Rise Over Kotia as Odisha Challenges Andhra’s Poll Decision in Supreme Court/କୋଟିଆ ବିବାଦ: ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଗଲା ଓଡ଼ିଶା
କୋଟିଆ ବିବାଦ: ଆନ୍ଧ୍ର ପ୍ରଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲା ଓଡ଼ିଶା କୋରାପୁଟ: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା କୋଟିଆ ସୀମା ବିବାଦ ପୁଣି ଥରେ ତୀବ୍ର ହୋଇଛି। କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅଧୀନରେ ଥିବା ଗାଁଗୁଡ଼ିକରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରାଇବାକୁ ବିଜ୍ଞପ୍ତି ପ୍ରକାଶ କରିବା ପରେ, ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କୋଟିଆ ପଞ୍ଚାୟତ ଅଧୀନରେ ମୋଟ ୨୮ଟି ଗାଁ ରହିଛି।…



