Delhi-Mumbai Expressway Tragedy: Minibus Plunges into 15-Foot Drain in Kota; 8 Killed, 15 Injured/ତୀର୍ଥଯାତ୍ରା ପାଲଟିଗଲା କାଳ: କୋଟାରେ ଏକ୍ସପ୍ରେସୱେ ତଳକୁ ଖସିପଡ଼ିଲା ବସ୍, ୮ ଜଣଙ୍କ ଜୀବନ ଗଲା

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା: ୧୫ ଫୁଟ୍ ଗଭୀର ନାଳକୁ ଖସିଲା ମିନିବସ୍, ୮ ମୃତ, ୧୫ରୁ ଅଧିକ ଆହତ କୋଟା: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଯାଇଛି। ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ ଏକ୍ସପ୍ରେସୱେରେ ପ୍ରାୟ ୨୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ୍ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ୍ ଗଭୀର ନାଳ ମଧ୍ୟକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ…