Kerala Rain Tragedy: Flash Floods and Landslides Claim 6 Lives; Search On for Missing/କେରଳରେ ବର୍ଷାର ତାଣ୍ଡବ: ପାହାଡ଼ ଧସି ଓ ବନ୍ୟାରେ ୬ ମୃତ, ୪ ନିଖୋଜ…
କେରଳରେ ବର୍ଷାର ତାଣ୍ଡବ: ପାହାଡ଼ ଧସି ଓ ମାଡ଼ିଆସିଲା ବନ୍ୟା, ୬ ଜଣଙ୍କ ମୃତ୍ୟୁ କେରଳରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଲଗାତାର ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାହାଡ଼ ଧସିବା (ଭୂସ୍ଖଳନ) ସହ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇଡୁକ୍କି, କୋଟ୍ଟାୟମ୍ ଓ ମଲପ୍ପୁରମ୍ ଜିଲ୍ଲାରେ…

