Kerala Quiz Row: Teacher Suspended for Controversial Question on Savarkar/ସ୍କୁଲ କୁଇଜ୍ ପ୍ରତିଯୋଗିତାରେ ସାବରକର ବିବାଦ: ଶିକ୍ଷକ ସସପେଣ୍ଡ…
କୁଇଜ୍ରେ ସାବରକରଙ୍କୁ ନେଇ ବିବାଦୀୟ ପ୍ରଶ୍ନ: କେରଳରେ ସ୍କୁଲ ଶିକ୍ଷକ ନିଲମ୍ବିତ ତିରୁବନନ୍ତପୁରମ୍: ସ୍କୁଲ କୁଇଜ୍ ପ୍ରତିଯୋଗିତାରେ ହିନ୍ଦୁତ୍ୱ ବିଚାରଧାରାର ନେତା ବି. ଡି. ସାବରକରଙ୍କୁ ନେଇ ବିବାଦୀୟ ପ୍ରଶ୍ନ ପଚାରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। କେରଳ ସାଧାରଣ ଶିକ୍ଷା ବିଭାଗ ଏହି ଘଟଣାରେ ଜଣେ ସ୍କୁଲ ଶିକ୍ଷକଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ (ସସପେଣ୍ଡ) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାସରଗୋଡ୍ ଜିଲ୍ଲା କୁମ୍ବଲା ସବ୍-ଡିଷ୍ଟ୍ରିକ୍ଟ ଅନ୍ତର୍ଗତ ‘ଏଡେଡ୍ ଅପର୍ ପ୍ରାଇମେରୀ ସ୍କୁଲ୍’ (AUPS) ପଲ୍ଲାଥାଡକାର ଶିକ୍ଷକ ଗୁରୁ…

