Godzilla vs. Kong’ Actress Kaylee Hottle Dies in Maryland Car Crash at 18/’ଗୋଡଜିଲା’ ଅଭିନେତ୍ରୀ କେଲି ହଟଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ; ୧୮ ବର୍ଷ ବୟସରେ ଆଖି ବୁଜିଲେ ‘ଜିଆ’…
‘Godzilla vs. Kong’ ଅଭିନେତ୍ରୀ କେଲି ହଟଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହଲିଉଡ୍ ଚଳଚ୍ଚିତ୍ର ‘ଗୋଡଜିଲା ଭର୍ସେସ୍ କଙ୍ଗ୍’ (Godzilla vs. Kong) ଏବଂ ‘ଗୋଡଜିଲା x କଙ୍ଗ୍: ଦି ନ୍ୟୁ ଏମ୍ପାୟାର’ରେ ‘ଜିଆ’ (Jia) ଭୂମିକାରେ ଅଭିନୟ କରିଥିବା ୧୮ ବର୍ଷୀୟା ବାଧିର (Deaf) ଅଭିନେତ୍ରୀ କେଲି ହଟଲ୍ (Kaylee Hottle) ଙ୍କର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ଫ୍ରେଡେରିକ୍ କାଉଣ୍ଟିରେ ମଙ୍ଗଳବାର ଭୋର ସମୟରେ ସେ ଗାଡ଼ିରେ…

