Odisha Launches ‘Krushi Unnata Sahayogi’ Scheme: OUAT Final-Year Students to Assist Farmers Across 314 Blocks/OUAT ଛାତ୍ରଛାତ୍ରୀ ହେବେ ‘କୃଷି ଉନ୍ନତ ସହଯୋଗୀ’: ୩୧୪ ବ୍ଲକରେ ଯୋଗାଇବେ ସେବା

ଓଡ଼ିଶାର ଚାଷୀ ଏବଂ କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ଶେଷ ବର୍ଷର କୃଷି ଏବଂ ଉଦ୍ୟାନ କୃଷି ଛାତ୍ରଛାତ୍ରୀମାନେ ଏବେ ‘କୃଷି ଉନ୍ନତ ସହଯୋଗୀ’ ଭାବେ ଗାଁ ଗାଁରେ କାମ କରିବେ।ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୩୧୪ଟି…