‘Gyanesh Kumar Recruited for BJP, Now Match-Fixing Polls’: Rahul Gandhi’s Scathing Attack on CEC/’ବିଜେପି ପାଇଁ ନେତା ସଂଗ୍ରହ କରୁଥିଲେ ବର୍ତ୍ତମାନର CEC’: ପୂର୍ବତନ ଆଇଏଏସ୍‌ଙ୍କ ବଡ଼ ଖୁଲାସା ପରେ ଘମାଘୋଟ ରାଜନୀତି

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ପାଇଁ ନେତା ଖୋଜୁଥିଲେ ବର୍ତ୍ତମାନର ସିଇସି: ଜିଜି ଥମ୍‌ସନ୍‌ଙ୍କ ଦାବି ପରେ ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ ଦେଶର ରାଜନୀତି ଗରମ ହୋଇଛି। କେରଳର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିଜି ଥମ୍‌ସନ୍‌ଙ୍କ ଏକ ସାଂଘାତିକ ଦାବି ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।…