ISRO Launches EOS-05 Satellite: India’s Eye in the Sky at 36,000 km/ମହାକାଶରେ ଭାରତର ନୂଆ ‘ଆଖି’: ବାତ୍ୟା ସୂଚନାରୁ ସୀମା ସୁରକ୍ଷା, ସବୁଥିରେ କାମ ଦେବ EOS-05

ଇସ୍ରୋର ବଡ଼ ସଫଳତା: ମହାକାଶକୁ ଗଲା ‘EOS-05’, ମହାକାଶରୁ ରଖିବ ପ୍ରତି ମୁହୂର୍ତ୍ତର ନଜର ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ପୃଥିବୀ ନିରୀକ୍ଷଣ ଉପଗ୍ରହ ‘EOS-05’ ର ସଫଳ ଉତକ୍ଷେପଣ କରିଛି।GSLV-F17 ରକେଟ୍ ସାହାଯ୍ୟରେ ଏହି ଶକ୍ତିଶାଳୀ ସାଟେଲାଇଟ୍‌କୁ ମହାକାଶକୁ ପଠାଯାଇଛି।ଏହି ମିଶନର ବିଶେଷତ୍ୱ: ୩୬,୦୦୦ କିମି ଉଚ୍ଚତାରୁ ନଜର: EOS-05 ହେଉଛି ଭାରତର ପ୍ରଥମ…