AI to Transform Digital Governance: NIC Odisha Hosts Tech-Bootcamp in Bhubaneswar/ଏଆଇ ମାଧ୍ୟମରେ ବଦଳିବ ସରକାରୀ ସେବା: ଏନ୍‌ଆଇସି ଓଡ଼ିଶା ଦ୍ୱାରା ‘ଟେକ୍-ବୁଟ୍‌‌କ୍ୟାମ୍ପ’ ଆୟୋଜିତ

ଏଆଇ ମାଧ୍ୟମରେ ବଦଳିବ ସରକାରୀ ସେବା: ଏନ୍‌ଆଇସି ଓଡ଼ିଶା ଦ୍ୱାରା ‘ଟେକ୍-ବୁଟ୍‌କ୍ୟାମ୍ପ’ ଆୟୋଜିତ ଭୁବନେଶ୍ୱର, ୬ ଅକ୍ଟୋବର: ସରକାରୀ ଶାସନ ବ୍ୟବସ୍ଥା ଓ ଜନସେବା ପ୍ରଦାନକୁ ଅଧିକ ସହଜ ଏବଂ କ୍ରିୟାଶୀଳ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ରମରେ ନ୍ୟାସନାଲ ଇନଫୋର୍ମାଟିକ୍ସ ସେଣ୍ଟର (NIC) ଓଡ଼ିଶା ପକ୍ଷରୁ ‘ଏଜେଣ୍ଟିକ୍ ଏଆଇ ଓ ଇଣ୍ଟେଲିଜେଣ୍ଟ ଅଟୋମେସନ୍’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଟେକ୍-ବୁଟ୍‌କ୍ୟାମ୍ପ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…