Post-CJP Protest: PM Modi & Rahul Gandhi See Massive Surge in Instagram Engagement/CJP ଆନ୍ଦୋଳନର ବଡ଼ ପ୍ରଭାବ: ଇନଷ୍ଟାଗ୍ରାମରେ ବଢ଼ିଲା ମୋଦୀ-ରାହୁଲଙ୍କ କ୍ରେଜ୍, ଏଙ୍ଗେଜମେଣ୍ଟରେ ମାରିଲେ ବିରାଟ ଡିଆଁ…
CJP ଆନ୍ଦୋଳନ ପରେ ବଦଳିଲା ରାଜନୀତିର ‘ଇନଷ୍ଟାଗ୍ରାମ୍ ଫିଡ୍’: ମୋଦୀଙ୍କ ଏଙ୍ଗେଜମେଣ୍ଟ ୨୮୯.୯% ଓ ରାହୁଲଙ୍କ ୧୮୦.୭% ବୃଦ୍ଧି ନୂଆଦିଲ୍ଲୀ: ଜୁଲାଇ ୨୦ ରେ ଯୁବବର୍ଗ ଓ ଛାତ୍ରମାନଙ୍କ ଦ୍ୱାରା ହୋଇଥିବା ‘ସଂସଦ ଚଲୋ’ ମାର୍ଚ୍ଚ ଏବଂ CJP ଆନ୍ଦୋଳନ ପରେ ଦେଶର ରାଜନୈତିକ ସୋସିଆଲ ମିଡିଆ ପରିବେଶରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଡିଜିଟାଲ ଆନାଲିଟିକ୍ସ ସଂସ୍ଥା ‘ଡାଟା ବିଇଂସ’ (Data Beings) ର ନୂଆ ରିପୋର୍ଟ ଅନୁସାରେ, ଏହି ଆନ୍ଦୋଳନ ପରଠାରୁ…

