Asian Games 2026: India Men’s Hockey Team Creates History, Beats Malaysia 5-1 to Retain Gold/ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତୀୟ ହକି ଟିମ୍: ମାଲେସିଆକୁ ୫-୧ରେ ହରାଇ ଜିତିଲା ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତୀୟ ହକି ଟିମ୍: ମାଲେସିଆକୁ ୫-୧ରେ ହରାଇ ଜିତିଲା ସ୍ୱର୍ଣ୍ଣ, ୨୦୨୮ ଅଲିମ୍ପିକ୍ସ ପାଇଁ ଟିକେଟ୍ ପକ୍କା ଜାପାନ (କାକାମିଗାହାରା): ଭାରତୀୟ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ା ୨୦୨୬ରେ ଏକ ଐତିହାସିକ ସଫଳତା ହାସଲ କରିଛି। ଶନିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଦମ୍ଦାର ପ୍ରଦର୍ଶନ କରି ମାଲେସିଆକୁ ୫-୧ ଗୋଲ୍ରେ ନିର୍ଦ୍ଦୟ ଭାବେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିନେଇଛି। ଏହି ବିଜୟ ସହ ଭାରତ କ୍ରମାଗତ…