Asian Games Gold Winners Honored: CM Mohan Charan Majhi Felicitates Indian Hockey Teams at Kalinga Stadium/ଏସୀଆନ୍ ଗେମ୍‌ସରେ ସ୍ୱର୍ଣ୍ଣିମ ସଫଳତା: କଳିଙ୍ଗ ଷ୍ଟାଡିଅମରେ ଭାରତୀୟ ହକି ଟିମ୍‌କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଏସୀଆନ୍ ଗେମ୍‌ସରେ ସ୍ୱର୍ଣ୍ଣିମ ସଫଳତା: କଳିଙ୍ଗ ଷ୍ଟାଡିଅମରେ ସମ୍ବର୍ଦ୍ଧିତ ହେଲେ ଭାରତୀୟ ହକି ଟିମ୍ ଭୁବନେଶ୍ୱର : ଏସୀଆନ୍ ଗେମ୍‌ସ ୨୦୨୬ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସନ୍ଧ୍ୟାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଖେଳାଳି, କୋଚ୍‌ ଏବଂ ସପୋର୍ଟ…

Power Struggles & Controversies: Is Hockey India Heading Towards Governance Collapse? / ହକି ଇଣ୍ଡିଆରେ ବିବାଦ: ମଇଦାନରେ ଖେଳାଳୀଙ୍କ କମାଲ, ସଂଘ ଭିତରେ ଚେୟାର ପାଇଁ ଟାଣଓଟରା..

ଖେଳାଳୀଙ୍କ ସୁନାମ, ଆଉ ପରଦା ପଛରେ ହକି ଇଣ୍ଡିଆରେ ଚାଲିଛି କଳି! ଭାରତୀୟ ହକି ଦଳ ଏସୀୟ କ୍ରୀଡ଼ା ଏବଂ ଅନ୍ତର୍ଜାତୀୟ ମଞ୍ଚରେ କ୍ରମାଗତ ଭାବେ ସୁନା ପଦକ ଜିତି ଦେଶର ଗୌରବ ବଢ଼ାଉଛି। କିନ୍ତୁ ପଡ଼ିଆ ଭିତରେ ଖେଳାଳୀଙ୍କ ଏହି ଚମତ୍କାର ପ୍ରଦର୍ଶନ ପରଦା ପଛର ଅସଲ କାହାଣୀକୁ ଲୁଚାଇ ପାରୁନାହିଁ। ବର୍ତ୍ତମାନ ହକି ଇଣ୍ଡିଆର କର୍ତ୍ତୃପକ୍ଷଙ୍କ ଭିତରେ ଚାଲିଥିବା କ୍ଷମତା ଲଢ଼େଇ ଏବଂ ପ୍ରଶାସନିକ ବିବାଦ ସାମ୍ନାକୁ ଆସିଛି। ଗୋଟିଏ ପଟେ ଖେଳାଳୀମାନେ ନିଜର…