Indian Coast Guard Launches Rapid Aerial HADR Operations in Flood-Hit Ganjam, Odisha/“ବୟଂ ରକ୍ଷାମଃ”: ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଦେବଦୂତ ସାଜିଲା ଭାରତୀୟ କୋଷ୍ଟଗାର୍ଡ..
ବାତ୍ୟା ‘ଅର୍ଣ୍ଣବ’ ପ୍ରକୋପ: ଗଞ୍ଜାମରେ ଭାରତୀୟ କୋଷ୍ଟଗାର୍ଡର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ହେଲିକପ୍ଟର ଜରିଆରେ ବଣ୍ଟାଗଲା ଖାଦ୍ୟ ଓ ପାଣି ଭୁବନେଶ୍ୱର:News Inshot: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ପ୍ରଭାବିତ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ଆଗେଇ ଆସିଛି ଭାରତୀୟ କୋଷ୍ଟଗାର୍ଡ (ICG)। ଗୁରୁବାର ଓ ଶୁକ୍ରବାର ଦିନ କୋଷ୍ଟଗାର୍ଡ ପକ୍ଷରୁ ଗଞ୍ଜାମର ବନ୍ୟାଘେର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ରିଲିଫ୍ ଓ ଉଦ୍ଧାର ଅପରେସନ୍ ଚଲାଯାଇଛି। …



