Devadhara Organizes ‘Bharat Utsav’ in Bhubaneswar to Showcase Rich Odishi Tradition/’ଭାରତ ଉତ୍ସବ’: ଭୁବନେଶ୍ୱରରେ ଓଡ଼ିଶୀ ନୃତ୍ୟର ସମୃଦ୍ଧ ପରମ୍ପରା ପାଳିତ..

ଭୁବନେଶ୍ୱରରେ ଜମିଲା ‘ଭାରତ ଉତ୍ସବ’: ଓଡ଼ିଶୀ ନୃତ୍ୟର ଯାଦୁରେ ବିମୋହିତ ହେଲେ ଦର୍ଶକ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭାରତ ଉତ୍ସବ’। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଅଗ୍ରଣୀ ସଂସ୍ଥା ‘ଦେବଧାରା’ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟର ପ୍ରଖ୍ୟାତ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡା, ଗୁରୁ ନିରଞ୍ଜନ ରାଉତ ଏବଂ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ସହ ତାଙ୍କ ଶିଷ୍ୟମାନେ ଚିତ୍ତାକର୍ଷକ…