India-made ‘KAL’ Attack Drone Successfully Completes Pokhran Tests with 1,000-km Range/ପୋଖରାନରେ ସ୍ୱଦେଶୀ ‘KAL’ ଆଟାକ୍ ଡ୍ରୋନ୍ର ସଫଳ ପରୀକ୍ଷଣ: ୧,୦୦୦ କିମି ପର୍ଯ୍ୟନ୍ତ କରିପାରିବ ଆକ୍ରମଣ..
ଭାରତୀୟ ସେନା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ସଫଳତା ସାମ୍ନାକୁ ଆସିଛି। ନୋଏଡ଼ାସ୍ଥିତ ଡିଫେନ୍ସ ଟେକ୍ନୋଲୋଜି କମ୍ପାନୀ ‘IG Defence’ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ “କାମିକାଜେ” (Kamikaze) ବା ଆତ୍ମଘାତୀ ଆଟାକ୍ ଡ୍ରୋନ୍ ‘KAL’ ର ସଫଳ ପରୀକ୍ଷଣ ଶେଷ ହୋଇଛି। ରାଜସ୍ଥାନର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ଏହି ପରୀକ୍ଷଣ କରାଯାଇଥିଲା। ଏହି ଡ୍ରୋନ୍ଟି ଭାରତକୁ କମ୍ ଖର୍ଚ୍ଚରେ ଶତ୍ରୁ ଶିବିରର ବହୁ ଭିତରକୁ ପଶି ସଠିକ୍ ଆକ୍ରମଣ…

