ECI Protest: BJD Joins Opposition’s March Demanding Resignation of Chief Election Commissioner Gyanesh Kumar/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି: ଦିଲ୍ଲୀରେ ବିଜେଡି ଓ ‘ଇଣ୍ଡିଆ’ ମହାଜୋଟର ବିଶାଳ ପ୍ରତିବାଦ ଶୋଭାଯାତ୍ରା..
ଦିଲ୍ଲୀରେ ବିରୋଧୀଙ୍କ ବିକ୍ଷୋଭରେ ସାମିଲ ହେଲା ବିଜେଡି: ନିର୍ବାଚନ ଆୟୋଗ ଅଫିସ ଘେରାଉ ପାଇଁ ରାହୁଲ-ପ୍ରିୟଙ୍କାଙ୍କ ସହ ବାହାରିଲେ ବିଜୁ ଜନତା ଦଳ ସାଂସଦ ନୂଆଦିଲ୍ଲୀ:ଦିଲ୍ଲୀ ରାଜନୀତିରେ ଆଜି ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ନିର୍ବାଚନ ଆୟୋଗ (ECI) ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଇଣ୍ଡିଆ’ (INDIA) ମହାଜୋଟ ପକ୍ଷରୁ ବାହାର କରାଯାଇଥିବା ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ…



