Virat Kohli playing a stroke in IND vs NZ 1st ODI at Auckland

IND vs NZ 1st ODI: India Beat New Zealand by 5 Wickets; Kiwis Register Unwanted Home Record in Auckland/ବିରାଟ କୋହଲିଙ୍କ ରେକର୍ଡ ସହ ଭାରତର ବୃହତ ବିଜୟ: ପ୍ରଥମ ODIରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ପ୍ରଥମ ODI: ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ହରାଇଲା ଭାରତ, ଘରୋଇ ମାଟିରେ ବିପକ୍ଷ ଦଳ ନାଁରେ ଯୋଡ଼ିହେଲା ଅଣଲୋଡ଼ା ରେକର୍ଡ ଅକ୍ଲାଣ୍ଡ[News Inshot]: ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡସ୍ଥିତ ଇଡେନ ପାର୍କରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଡକ୍‌ୱର୍ଥ-ଲୁଇସ୍ (DLS) ନିୟମ ଆଧାରରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜରେ ୧-୦ ରେ ଆଗୁଆ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ…