PM Modi Hails India’s Record-Breaking Medal Haul at Asian Para Games 2026/ପାରା ଗେମ୍ସରେ ଭାରତର ଐତିହାସିକ ରେକର୍ଡ, ଟିମ୍‌କୁ ଅଭିନନ୍ଦନ ଜଣାଇଲେ PM ମୋଦୀ

ଏସୀୟ ପାରା ଗେମ୍ସ: ୧୧୪ ମେଡାଲ ଜିତି ଇତିହାସ ରଚିଲେ ଭାରତୀୟ ଆଥଲେଟ୍; ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ୫ମ ଏସୀୟ ପାରା ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍‌ମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ନୂଆ ଇତିହାସ ରଚିଛନ୍ତି। ଏଥର ଭାରତୀୟ ଦଳ ସୋସିଆଲ ମିଡିଆ ଓ କ୍ରୀଡ଼ା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି, କାରଣ ଦେଶ ସମୋଟ ୧୧୪ଟି ମେଡାଲ ନିଜ ନାମରେ କରିଛି। ଏହି ଐତିହାସିକ ସଫଳତା ପାଇଁ ପ୍ରଧାନମନ୍ତ୍ରୀ…

Asian Games 2026: India Win 6 Golds on Day 13, Rise to 5th Position with 76 Medals/ଏସୀୟ କ୍ରୀଡ଼ା ୨୦୨୬: ୧୩ଶ ଦିନରେ ଭାରତର ୬ ସ୍ୱର୍ଣ୍ଣ, ୭୬ ପଦକ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ

ଏସୀୟ କ୍ରୀଡ଼ା (Asian Games) ୨୦୨୬: ୧୩ଶ ଦିନରେ ଭାରତର ସୁନା ବର୍ଷା, ୬ଟି ସ୍ୱର୍ଣ୍ଣ ସହ ମୋଟ ପଦକ ୭୬; ୫ମ ସ୍ଥାନକୁ ଉନ୍ନୀତ ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ୧୩ଶ ଦିନଟି ଭାରତୀୟ କ୍ରୀଡ଼ାବିତ୍‌ଙ୍କ ପାଇଁ ବେଶ୍‌ ସଫଳ ସାବ୍ୟସ୍ତ ହୋଇଛି। ଗୋଟିଏ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ମୋଟ ପଦକ ସଂଖ୍ୟା ୭୬ (୧୬ ସ୍ୱର୍ଣ୍ଣ, ୨୫ ରୌପ୍ୟ ଓ ୩୫ କାଂସ୍ୟ)ରେ ପହଞ୍ଚାଇ ପଦକ…