India A Crush Australia A by 162 Runs in 1st Unofficial Test; Kushagra, Mulani Shine/ପୁଡୁଚେରୀରେ ଇଣ୍ଡିଆ-ଏ’ର କମାଲ: ପ୍ରଥମ ଅନଫିସିଆଲ୍ ଟେଷ୍ଟରେ ଅଷ୍ଟ୍ରେଲିଆ-ଏ କୁ ୧୬୨ ରନ୍‌ରେ ହରାଇଲା ଇଣ୍ଡିଆ-ଏ.

ଶମ୍ସ ମୁଲାନୀଙ୍କ ସ୍ପିନ୍ ଯାଦୁ: ଅଷ୍ଟ୍ରେଲିଆ-ଏ କୁ ୧୬୨ ରନ୍‌ରେ ହରାଇଲା ଇଣ୍ଡିଆ-ଏ ପୁଡୁଚେରୀ: ପ୍ରଥମ ଚାରିଦିନିଆ ଅନଫିସିଆଲ୍ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ଏ କୁ ୧୬୨ ରନ୍‌ରେ ଧୂଳିସାଟ୍ କରିଛି ଇଣ୍ଡିଆ-ଏ। ଏହି ବଡ଼ ବିଜୟ ସହ ଭାରତୀୟ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ମ୍ୟାଚ୍‌ର ଶେଷ ଦିନରେ ଅଷ୍ଟ୍ରେଲିଆ-ଏ ଜିତିବା ପାଇଁ ୩୬୩ ରନ୍‌ର ପିଛା କରୁଥିବା ବେଳେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ମାତ୍ର ୨୦୦ ରନ୍‌ରେ…