India Soars to 8th Spot in Asian Games 2026 After Winning 10th Gold/ଏସୀୟ କ୍ରୀଡ଼ା ୨୦୨୬: ଗୋଟିଏ ଦିନରେ ୪ ସ୍ୱର୍ଣ୍ଣ, ଭାରତର ମୋଟ ପଦକ ୬୦

ଏସୀୟ କ୍ରୀଡ଼ା ୨୦୨୬ : ଆଜି ଭାରତ ପାଇଁ ସୁନା ଫସଲ, ଗୋଟିଏ ଦିନରେ ଜିତିଲା ୪ଟି ସ୍ୱର୍ଣ୍ଣ! ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଆଜି (ବୁଧବାର) ଭାରତୀୟ ଆଥଲେଟ୍‌ମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଆଜି ଭାରତ ଗୋଟିଏ ଦିନରେ ୪ଟି ସ୍ୱର୍ଣ୍ଣ ଏବଂ ୩ଟି କାଂସ୍ୟ ପଦକ ସହ ମୋଟ ୭ଟି ମେଡାଲ ନିଜ ନାମରେ କରିଛି। ଏହା ସହିତ ଭାରତର ମୋଟ ପଦକ ସଂଖ୍ୟା ୬୦ (୧୦ ସ୍ୱର୍ଣ୍ଣ, ୨୧ ରୌପ୍ୟ,…