Changing Income Trends in India: Over 47% Taxpayers Rely on Capital Gains and Side Income/ଦରମା ବ୍ୟତୀତ ଅନ୍ୟାନ୍ୟ ମାଧ୍ୟମରୁ ଆୟ କରୁଛନ୍ତି ୪୭% ଭାରତୀୟ:
ଦରମା ବା ସାଲାରୀ ଆଉ ଯଥେଷ୍ଟ ନୁହେଁ: ୪୭% ଭାରତୀୟ ଟ୍ୟାକ୍ସପେୟାର କରୁଛନ୍ତି ଅତିରିକ୍ତ ଆୟ News Inshot: ଭାରତରେ କେବଳ ଚାକିରି କିମ୍ବା ମାସିକ ଦରମା ଉପରେ ନିର୍ଭର କରି ଚଳିବାର ଦିନ ଏବେ ବଦଳିବାରେ ଲାଗିଛି। କ୍ଲିୟରଟ୍ୟାକ୍ସ (Clear Tax) ର ନୂତନ ରିପୋର୍ଟ ‘How India Filed in 2026’ ଅନୁଯାୟୀ, ଦେଶର ପ୍ରାୟ ୪୭.୩ ପ୍ରତିଶତ ଆୟକରଦାତା (Taxpayers) ଚାକିରି ବ୍ୟତୀତ ଅନ୍ୟାନ୍ୟ ମାଧ୍ୟମରୁ ମଧ୍ୟ ରୋଜଗାର କରୁଛନ୍ତି। ଅସେସମେଣ୍ଟ…



