Big Boost for Indian Economy: IMF Raises Growth Projection to 7% for FY27/IMF ର ବଡ଼ ପୂର୍ବାନୁମାନ: FY27 ରେ ୭% ଛୁଇଁବ ଭାରତର ଆର୍ଥିକ ବିକାଶ ହାର

ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଖୁସି ଖବର: FY27 ରେ ବିକାଶ ହାର ୭% ଛୁଇଁବ ବୋଲି IMF ର ଆକଳନ ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ମନ୍ଦାବସ୍ଥା ଓ ଅସ୍ଥିରତା ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ଼ତା ପୁଣି ଥରେ ପ୍ରମାଣିତ ହୋଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଭାରତର ଆଗାମୀ ଆର୍ଥିକ ବର୍ଷ (FY27) ପାଇଁ ଜିଡିପି (GDP) ବିକାଶ ଆକଳନକୁ ୬.୪ ପ୍ରତିଶତରୁ ବୃଦ୍ଧି କରି ୭.୦ ପ୍ରତିଶତ କରିଛି। ଏହା ସହିତ FY28 ପାଇଁ ମଧ୍ୟ…