Gavaskar Warns BCCI: Stop Treating Indian Cricketers Like Machines/‘ଖେଳାଳିମାନେ ମେସିନ୍ ନୁହନ୍ତି, ରସ ନିଙ୍ଗାଡ଼ିବା ବନ୍ଦ କର’: BCCI ଓ ICC କୁ ଗାଭାସ୍କରଙ୍କ କଡ଼ା ଚେତାବନୀ..

‘ଖେଳାଳିମାନେ ମେସିନ୍ କି ଆଖୁ ନୁହନ୍ତି’: BCCI ଓ ICC କୁ ଗାଭାସ୍କରଙ୍କ ସିଧା କଥା ଭାରତୀୟ କ୍ରିକେଟରମାନଙ୍କ ଉପରେ ପଡ଼ୁଥିବା ଅତ୍ୟାଧିକ ମ୍ୟାଚ୍‌ର ଚାପ ଏବଂ କ୍ରମାଗତ ଖେଳାଳି ଆଘାତପ୍ରାପ୍ତ ହେବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର। ନିଜର ଏକ କଲମରେ ସେ BCCI ଏବଂ ICC କୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି। ଗାଭାସ୍କର ଲେଖିଛନ୍ତି ଯେ, ୨୦୨୭ରୁ ଆରମ୍ଭ ହେବାକୁ ଥିବା ଆଗାମୀ ୪ ବର୍ଷର ଆନ୍ତର୍ଜାତୀୟ…