RBI Hikes Repo Rate by 25 bps: Home Loans, Auto Loans & EMIs Set to Get Costlier/ସାଧାରଣ ଲୋକଙ୍କୁ ଝଟକା: ୨୫ ବିପିଏସ ବଢ଼ିଲା ରେପୋ ରେଟ୍, ବୃଦ୍ଧି ପାଇବ ହୋମ୍-କାର୍ ଲୋନ୍ EMI

ବଢ଼ିଲା ରେପୋ ରେଟ୍: ମହଙ୍ଗା ହେବ ଋଣ, ବଢ଼ିବ ଘର-ଗାଡ଼ି ଇଏମଆଇ (EMI) ଖବର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସାଧାରଣ ଲୋକଙ୍କୁ ଦେଇଛି ବଡ଼ ଝଟକା। ଆଜି ମୋନିଟାରୀ ପଲିସି କମିଟି (MPC) ବୈଠକ ଶେଷରେ ଆରବିଆଇ ରେପୋ ରେଟ୍‌କୁ ୦.୨୫% (୨୫ ବିପିଏସ) ବୃଦ୍ଧି କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ପରେ ନୂଆ ରେପୋ ରେଟ୍ ୫.୨୫% ରୁ ବଢ଼ି ୫.୫୦% ରେ ପହଞ୍ଚିଛି। ਫେବୃଆରୀ ୨୦୨୩ ପରେ ଅର୍ଥାତ୍ ପ୍ରାୟ…