Dilip Tirkey Steps In to Save HIL, Meets Dharmendra Pradhan and Mansukh Mandaviya/ସଙ୍କଟରେ ହକି ଇଣ୍ଡିଆ ଲିଗ୍? ଲିଗ୍‌କୁ ସୁରକ୍ଷିତ କରିବାକୁ ବଡ଼ ପଦକ୍ଷେପ ନେଲେ ଦିଲ୍ଲୀପ ତିର୍କୀ..

ହକି ଇଣ୍ଡିଆ ଲିଗ୍‌ର ଭବିଷ୍ୟତ ପାଇଁ ଅଣ୍ଟା ଭିଡିଲେ ଦିଲ୍ଲୀପ ତିର୍କୀ; କେନ୍ଦ୍ର ମନ୍ତ୍ରୀ ଓ କର୍ପୋରେଟ୍ ମୁଖିଆଙ୍କ ସହ ଆଲୋଚନା ହକି ଇଣ୍ଡିଆ ଲିଗ୍ (HIL) ର ଆଗାମୀ ଭବିଷ୍ୟତ ଓ ଆର୍ଥିକ ସ୍ଥିରତାକୁ ସୁରକ୍ଷିତ କରିବା ପାଇଁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ପ୍ରୟାସ ପୁଣି ଥରେ ବଢ଼ାଇ ଦେଇଛନ୍ତି। ଲିଗ୍‌କୁ ଦୀର୍ଘମିଆଦୀ ଭାବେ ସଫଳତାର ସହ ଚଳାଇବା ପାଇଁ ସେ କେନ୍ଦ୍ର ମନ୍ତ୍ରୀ, କର୍ପୋରେଟ୍ ଜଗତର ନେତା ଓ ଫ୍ରାଞ୍ଚାଇଜ୍ ମାଲିକମାନଙ୍କ…