Why Gandhi Wasn’t the Original Choice for Indian Notes/ସ୍ୱାଧୀନତା ପରେ ନୋଟ୍ରେ ଗାନ୍ଧୀଜୀ ନଥିଲେ ପ୍ରଥମ ପସନ୍ଦ!
ଭାରତୀୟ ନୋଟ୍ରେ ଗାନ୍ଧୀଜୀ ନଥିଲେ ପ୍ରଥମ ପସନ୍ଦ! ଜାଣନ୍ତୁ ନୋଟ୍ରେ କିପରି ସ୍ଥାନ ପାଇଲେ ‘ଜାତିର ଜନକ’ ଆଜି ଆମ ହାତରେ ଥିବା ପ୍ରତ୍ୟେକ ଭାରତୀୟ ନୋଟ୍ରେ ମହାତ୍ମା ଗାନ୍ଧୀଙ୍କ ହସୁଥିବା ଫଟୋ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣନ୍ତି କି? ସ୍ୱାଧୀନତା ପରେ ନୋଟ୍ରେ ସ୍ଥାନ ପାଇବା ପାଇଁ ଗାନ୍ଧୀଜୀ ଆଦୌ ପ୍ରଥମ ପସନ୍ଦ ନଥିଲେ। ଗାନ୍ଧୀଜୀଙ୍କ ବଦଳରେ କାହାକୁ ମିଳିଥିଲା ସ୍ଥାନ? ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ବ୍ରିଟିଶ ରାଜା ଜର୍ଜ…



