National Handloom Day 2026: PM Modi Appeals for Mass Participation/୧୯୦୫ ସ୍ୱଦେଶୀ ଆନ୍ଦୋଳନର ସ୍ମୃତି: ହାତବୁଣା ଶିଳ୍ପର ପ୍ରଚାର ପାଇଁ ମୋଦୀଙ୍କ ଦେଶବାସୀଙ୍କୁ ନିବେଦନ
ଫ୍ରେଣ୍ଡସିପ୍ ଡେ’ ଭଳି ଧୂମଧାମରେ ପାଳନ ହେଉ ‘ହାତବୁଣା ଦିବସ’: ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଅପିଲ୍ ନୂଆଦିଲ୍ଲୀ: ଯେଉଁଭଳି ଭାବେ ଆଜିକାଲିର ଯୁବପିଢ଼ି ‘ଫ୍ରେଣ୍ଡସିପ୍ ଡେ’ (ମିତ୍ରତା ଦିବସ)କୁ ବେଶ୍ ଉତ୍ସାହର ସହ ପାଳନ କରନ୍ତି, ଠିକ୍ ସେହିପରି ଅଗଷ୍ଟ ୭ ‘ରାଷ୍ଟ୍ରୀୟ ହାତବୁଣା ଦିବସ’ (National Handloom Day) କୁ ମଧ୍ୟ ଏକ ଗଣଉତ୍ସବ ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଇନଷ୍ଟାଗ୍ରାମରେ ଏକ ଆକର୍ଷଣୀୟ ଭିଡିଓ ଶେୟାର…

