CEC Gyanesh Kumar Voter Roll Row: Office Clarifies ‘No Anomaly’ After TMC MP Raises Citizenship Question/ସିଇସିଙ୍କ ନାଗରିକତା ଓ ଭୋଟର ରେକର୍ଡକୁ ନେଇ ପ୍ରଶ୍ନ; ଟିଏମସି ସାଂସଦଙ୍କୁ ଜବାବ ଦେଲା ନିର୍ବାଚନ ଆୟୋଗ/
ସିଇସି ଜ୍ଞାନେଶ କୁମାରଙ୍କ ଭୋଟର ତାଲିକାକୁ ନେଇ ବିବାଦ: ଟିଏମସି ସାଂସଦଙ୍କ ପ୍ରଶ୍ନ ପରେ ସ୍ପଷ୍ଟୀକରଣ ରଖିଲା ନିର୍ବାଚନ ଆୟୋଗ ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ନାଗରିକତା ଓ ଭୋଟର ତାଲିକାକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ବିବାଦ ଉପରେ ଏବେ ବଡ଼ ସ୍ପଷ୍ଟୀକରଣ ଆସିଛି। ସିଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତାଙ୍କ ଭୋଟର ରେକର୍ଡରେ କୌଣସି ପ୍ରକାରର ତ୍ରୁଟି, ଅସଙ୍ଗତି କିମ୍ବା ଅନିୟମିତତା ନାହିଁ। କ’ଣ ଥିଲା…


