“Teachers Play Key Role in Nation Building”: CM Mohan Majhi Addresses Students in Cuttack/ଗୁରୁ ଦିବସ ଅବସରରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ
ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ: ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ, ୫ ସେପ୍ଟେମ୍ବର ୨୦୨୬:ପବିତ୍ର ଗୁରୁ ଦିବସ ଅବସରରେ କଟକସ୍ଥିତ ଐତିହାସିକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିସରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ସର୍ବପଲ୍ଲୀ ଡ. ରାଧାକୃଷ୍ଣନ୍ଙ୍କ ଜନ୍ମଜୟନ୍ତୀ ତଥା ଗୁରୁ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ଗୁରୁଜୀ-ଗୁରୁମା ଏବଂ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜ ଗଠନରେ ଶିକ୍ଷକମାନଙ୍କର…

