Running Cost of 100% Ethanol Cars Will Equal Rs 25 Per Liter: Nitin Gadkari/୧୦୦% ଇଥାନଲ୍ କାର୍ରେ ଲିଟର ପିଛା ୨୫ ଟଙ୍କାରେ ଚାଲିବ ଗାଡ଼ି: ନିତିନ୍ ଗଡ଼କରୀ
୧୦୦% ଇଥାନଲ୍ କାର୍ରେ ଲିଟର ପିଛା ୨୫ ଟଙ୍କାରେ ଚାଲିବ ଗାଡ଼ି: ନିତିନ୍ ଗଡ଼କରୀ ଭାରତରେ ପେଟ୍ରୋଲ-ଡିଜେଲ୍ ବିକଳ୍ପ ଭାବେ ଫ୍ଲେକ୍ସ-ଫୁଏଲ୍ (Flex-Fuel) ଏବଂ ବାୟୋ-ଇଥାନଲ୍ ଗାଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ୍ ଗଡ଼କରୀ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ୧୦୦% ଇଥାନଲ୍ରେ ଚାଲୁଥିବା ଗାଡ଼ିଗୁଡ଼ିକ ଆସିବା ପରେ ଲୋକଙ୍କର ତେଲ ଖର୍ଚ୍ଚ ଯଥେଷ୍ଟ କମିଯିବ ଏବଂ ଏହାର ଚାଲିବା ଖର୍ଚ୍ଚ ପେଟ୍ରୋଲ୍ ଲିଟର…



