Govardhan Peeth Seeks District Administration’s Intervention Against Liquor Outlet Near Mutt/ପୁରୀରେ ମଦ ଦୋକାନକୁ ନେଇ ଅସନ୍ତୋଷ: ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ କଠୋର ପଦକ୍ଷେପ
ଗୋବର୍ଦ୍ଧନ ପୀଠ ନିକଟରେ ମଦ ଦୋକାନକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟାଳୟ ପୁରୀ: ପୁରୀର ପବିତ୍ର ଗୋବର୍ଦ୍ଧନ ପୀଠ ନିକଟରେ ଏକ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ତୀବ୍ର ବିରୋଧ। ଶ୍ରୀମଦ୍ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ଗୌଡ଼ବାଡ଼ ସାହିର ବାସିନ୍ଦା ଏହାକୁ କଡ଼ା ଭାବେ ବିରୋଧ କରିଛନ୍ତି। ଧାର୍ମିକ ପବିତ୍ରତା, ଶାନ୍ତିଶୃଙ୍ଖଳା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଦ ଦୋକାନ…

