Google Faces Local Backlash Over Water and Land Concerns for New India Data Center/ଗୁଗଲର ବଡ଼ AI ଡାଟା ସେଣ୍ଟର ପ୍ରକଳ୍ପକୁ ବିରୋଧ; କମ୍ପାନୀ ଓ ସରକାର ଦେଲେ ସଫାଇ

ଭାରତରେ ଗୁଗଲର ୧୫ ବିଲିୟନ ଡଲାର ଡାଟା ସେଣ୍ଟର ପ୍ରକଳ୍ପକୁ ନେଇ ପ୍ରବଳ ବିରୋଧ: ଜାଣନ୍ତୁ ପୁରା ଘଟଣା ବିଶାଖାପାଟଣା: ଆମେରିକାର ପ୍ରସିଦ୍ଧ ଟେକ୍ କମ୍ପାନୀ ଗୁଗଲ୍ (Google) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା (ଭିଜାଗ୍) ଠାରେ ନିଜର ଏକ ବିଶାଳ AI ଡାଟା ସେଣ୍ଟର ସ୍ଥାପନ କରିବାକୁ ଯାଉଛି। ଆମେରିକା ବାହାରେ ଏହା ଗୁଗଲର ସବୁଠାରୁ ବଡ଼ ଡାଟା ସେଣ୍ଟର ହେବ, ଯେଉଁଥିରେ ପ୍ରାୟ ୧୫ ବିଲିୟନ ଡଲାର (ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା) ନିବେଶ କରାଯାଉଛି।…