25 Years of Modi Governance: PM Offers Prayers at Vinayaka Temple as NDA Launches ‘Seva Sankalp’/ଗୁଜରାଟ ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ: କ୍ରମାଗତ ୨୫ ବର୍ଷର ଜନସେବା ପୂରଣ କଲେ ନରେନ୍ଦ୍ର ମୋଦୀ

ଶାସନ ମୁଖିଆ ଭାବେ ୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ: ଦିଲ୍ଲୀ ଶ୍ରୀ ବିନାୟକ ମନ୍ଦିରରେ କଲେ ପୂଜାର୍ଚ୍ଚନା, ବିଜେପି-ଏନଡିଏ ପକ୍ଷରୁ ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମ ନୂଆଦିଲ୍ଲୀ: ସରକାରୀ ଶାସନର ମୁଖ୍ୟ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫଳତାର ସହ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ସେ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେ…