“Don’t Punish India Over Russian Oil”: JPMorgan CEO Jamie Dimon Warns US/‘ରୁଷିଆ ତେଲ ପାଇଁ ଭାରତକୁ ଦଣ୍ଡ ଦିଅନ୍ତୁ ନାହିଁ’: ଆମେରିକାକୁ ଚେତାବନୀ ଦେଲେ JPMorgan.
‘ରୁଷିଆ ତେଲ ପାଇଁ ଭାରତକୁ ଦଣ୍ଡ ଦିଅନ୍ତୁ ନାହିଁ’: ଆମେରିକାକୁ ଚେତାବନୀ ଦେଲେ JPMorgan ସିଇଓ ଜେମି ଡାଇମନ୍ ମୁମ୍ବାଇ: ରୁଷିଆରୁ କଞ୍ଚା ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର ଆର୍ଥିକ କଟକଣା ଓ ଶୁଳ୍କ (Tariff) ଲଗାଇବାକୁ ଆମେରିକା ପ୍ରସ୍ତୁତ ହେଉଥିବା ବେଳେ, ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଶ୍ୱର ପ୍ରସିଦ୍ଧ ବ୍ୟାଙ୍କିଙ୍ଗ୍ ସଂସ୍ଥା JPMorgan Chase ର ସିଇଓ ଜେମି ଡାଇମନ୍ (Jamie Dimon)। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ…


