“Healing Slowly, Dreaming Endlessly”: Nushrratt Bharuccha’s First Words After Spine Surgery/ବାଲି ଦୁର୍ଘଟଣା ପରେ ମେରୁଦଣ୍ଡ ଅସ୍ତ୍ରୋପଚାର: ଏସଆରକେ-କାଜୋଲଙ୍କ ଗୀତ ଦେଖି ସୁସ୍ଥ ହେଉଛନ୍ତି ନୁସ୍ରତ୍ ଭରୁଚ୍ଛା, କହିଲେ- “ଧୀରେ ଧୀରେ ସବୁ ଠିକ୍ ହୁଏ…”
ବାଲି ଦୁର୍ଘଟଣା: ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଶାହାରୁଖ-କାଜୋଲଙ୍କ ଗୀତ ଦେଖି ଆଶ୍ୱସ୍ତି ପାଉଛନ୍ତି ଅଭିନେତ୍ରୀ ନୁସ୍ରତ୍ ଭରୁଚ୍ଛା ଭୁବନେଶ୍ୱର: ବାଲିରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ବଲିଉଡ୍ ଅଭିନେତ୍ରୀ ନୁସ୍ରତ୍ ଭରୁଚ୍ଛାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି। ମେରୁଦଣ୍ଡରେ ସାଂଘାତିକ ଆଘାତ ଲାଗିବା ପରେ ତାଙ୍କର ସଫଳ ଅସ୍ତ୍ରୋପଚାର (Spine Surgery) ହୋଇଯାଇଛି ଏବଂ ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଅସ୍ତ୍ରୋପଚାର ପରବର୍ତ୍ତୀ ଯନ୍ତ୍ରଣା ଭିତରେ ମଧ୍ୟ ସେ ନିଜ…



