[In Pics] Plastic Threat in Kuakhai & Daya: Post-Ganesh Visarjan River Pollution Raises Severe Concerns in Bhubaneswar/ଭକ୍ତି ନା ପ୍ରଦୂଷଣ? କୃତ୍ରିମ କୁଣ୍ଡ ଥାଉ ଥାଉ ନଦୀରେ ମୂର୍ତ୍ତି ବିସର୍ଜନ; କଡ଼ା ହେବେ କି BMC ଓ ପୋଲିସ୍?
ଗଣେଶ ବିସର୍ଜନ ପରେ ନଦୀର କରୁଣ ସ୍ଥିତି, କେବେ ବଦଳିବ ଆମ ମାନସିକତା? ଭୁବନେଶ୍ୱର:ଗଣେଶ ପୂଜାର ଆନନ୍ଦ ଓ ଆଡ଼ମ୍ବର ପରେ ଏବେ ଧାଡ଼ି ବାନ୍ଧିଛି ପାର୍ବଣ ଋତୁ। ଆଗକୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ଭଳି ବଡ଼ ବଡ଼ ଉତ୍ସବ ଆସୁଛି। ସହରସାରା ଶ୍ରଦ୍ଧା ଓ ଭକ୍ତିର ମାହୋଲ ଖେଳିଯାଇଛି। କିନ୍ତୁ ଏହି ଆନନ୍ଦ ସହିତ ଆରମ୍ଭ ହୋଇଯାଇଛି ପ୍ରକୃତି ପ୍ରଦୂଷଣର ଆଉ ଏକ କାହାଣୀ। ଯେଉଁ ସୃଷ୍ଟିକର୍ତ୍ତାଙ୍କୁ ଆମେ ପୂଜା କରୁଛୁ, ସେହି…

